ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା କ୍ରୀକେଟ କ୍ଳବ ପକ୍ଷରୁ ହାଇସ୍କୁଲ ପଡ଼ିଆରେ ୪ର୍ଥ ବାର୍ଷିକ ରାତ୍ରୀ କାଳୀନ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟୀତ ହୋଇଛି ।
ସାନଖୁଣ୍ଟା ସରପଞ୍ଚ ସୁମୀ ହାଁସଦା , ଖୁଣ୍ଟା ବ୍ଳକ ପୂର୍ବତନ ଅଧ୍ୟକ୍ଷା ପୁସ୍ପଲତା ମାରାଣ୍ଡି ଏହାକୁ ଉଦଘାଟନ କରିଛନ୍ତି ।
Credible Local News of Odisha