ଆସନ୍ତାକାଲି ରାଜ୍ୟରେ ଅଦଳବଦଳ ପରେ ନୂତନ ମନ୍ତ୍ରିମଣ୍ଡଳ ଶପଥ ନେଉଥିବା ବେଳେ ସେମାନଙ୍କ ପାଖକୁ ଆଜି ଏ ସମ୍ପର୍କରେ ସୂଚନା ଫୋନ ଯୋଗେ ଦିଆଯାଉଛି l
ଗଣମାଧ୍ୟମର ସୂଚନା ଅନୁସାରେ ରାଜେନ୍ଦ୍ର ଢୋଲକିଆ, ପ୍ରତାପ ଦେବ, ଟୁକୁନି ସାହୁ, ଅତନୁ ସବ୍ୟସାଚୀ ନାୟକ, ସମୀର ଦାସ, ଶ୍ରୀକାନ୍ତ ସାହୁ, ନବ ଦାସ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅଶୋକ ପଣ୍ଡା, ନିରଞ୍ଜନ ପୂଜାରୀ, ରିତା ସାହୁ, ପ୍ରଫୁଲ୍ଲ ମଲ୍ଲିକ, ପ୍ରୀତିରଞ୍ଜନ ଘଡେଇ, ପ୍ରଦୀପ ଅମାତ, ଅଶ୍ୱିନୀ ପାତ୍ର, ରୋହିତ ପୂଜାରୀ, ଉଷା ଦେବୀ ଏବଂ ପ୍ରମିଳା ମଲ୍ଲିକଙ୍କ ପାଖକୁ ଫୋନ କରାଯାଇଥିବା କୁହାଯାଉଛି l