ପ୍ରଶାନ୍ତ ମୁଦୁଲି ହୋଇପାରନ୍ତି ମୁଖ୍ୟ ସଚେତକ

ଆସନ୍ତାକାଲି ରାଜ୍ୟ ମନ୍ତ୍ରିମଣ୍ଡଳର ନବକଳେବର ପରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ମୁଖ୍ୟ ସଚେତକ ଏବଂ ପାଟଣାଗଡ଼ ବିଧାୟକ ସରୋଜ ମେହେର ଉପମୁଖ୍ୟ ସଚେତକ ହୋଇପାରନ୍ତି ବୋଲି ଗଣମାଧ୍ୟମ ପ୍ରକାଶ କରିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes