ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଗାଡି ଉପରକୁ ଟେକାମାଡ଼

ପଞ୍ଚାୟତ କାର୍ଯ୍ୟାଳୟ ସ୍ଥାନାନ୍ତର ପ୍ରତିବାଦରେ ଆଜି 18 ନମ୍ବର ଜାତୀୟ ରାଜପଥର ସାଉରୀ ନିକଟରେ ସ୍ଥାନୀୟ ଲୋକେ ଆନ୍ଦୋଳନ କରୁଥିବା ବେଳେ ଜିଲ୍ଲାପାଳଙ୍କ ଗାଡି ଉପରକୁ ଟେକାମାଡ଼ କରିଛନ୍ତି l

ଜିଲ୍ଲାପାଳ ବାଙ୍ଗିରିପୋଷିରୁ ବାରିପଦା ଯାଉଥିବା ବେଳେ ଏହି ଘଟଣା ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes