ମୋ ସ୍କୁଲ ଅଭିଯାନ ପରିଚାଳନା କମିଟିର ବୈଠକ

ଆଜି ଜୁଯୋମୁରା ବ୍ଳକ କବରାପାଲି ଠାରେ ଥିବା ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ସଭାପତି ଶରତ ଚନ୍ଦ୍ର ସାହୁଙ୍କ ସମେତ ସବୁ ସଭ୍ୟ ଉପସ୍ଥିତ ରହିଥିଲେ । ବିଶେଷ କରି ବୈଠକରେ ସ୍କୁଲର ଉନ୍ନତି କରଣ ଉପରେ ଆଳୋଚନା କରାଯିବା ସହ ସ୍କୁଲର ପୁରାତନ ଛାତ୍ର ସଂଘକୁ ପୁନଃ ଗଠନ କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes