ମର୍ମନ୍ତୁଦ ସଡକ ଦୁର୍ଘଟଣା,ଦୁଇ ମୃତ , ଛଅ ଗୁରୁତର

ଭୋଗରାଇ ଚନ୍ଦନେଶ୍ୱର ଶୈବପୀଠ ରୁ ପଶ୍ଚିମବଙ୍ଗ ଫେରିବା ସମୟରେ ଆଜି ଓଡିଶା ସୀମାନ୍ତ ମହାନ୍ତି ଛକ ନିକଟରେ ଟାଟା ମେଜିକ-ଅଟୋ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇଙ୍କ ମୃତ୍ୟୁ ଘଟିଥିବା ବେଳେ ଛଅ ଜଣ ଗୁରୁତର ଆହତ ହୋଇଛନ୍ତି।

ଗୁରୁତର ମାନଙ୍କୁ ଦୀଘା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ 3 ବର୍ଷ ଝିଅ ଥିବା ଓ ମୃତକଙ୍କ ଘର ପଶ୍ଚିମବଙ୍ଗ ହୋଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes