ଏସଏଚଜିଙ୍କୁ ଓଟିଡିସିର ସହାୟତା

ଓଡି଼ଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି ) ପକ୍ଷରୁ ବୋଲଗଡ଼ ଅଞ୍ଚଳର ଦୁଇଟି ମହିଳା ପରିଷଦ ଯଥା ‘ମା ତାରିଣୀ’ ଏବଂ ‘ମୋନାଲିସା’ ମହିଳା ପରିଷଦକୁ ପେପର ପ୍ଲେଟ୍ ପ୍ରସ୍ତୁତକାରୀ ଦୁଇଟି ଅଟୋମେଟେଡ୍ ମେସିନ୍ ପ୍ରଦାନ କରାଯାଇଛି l

କାର୍ଯ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ରାଜ୍ୟ ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର ଯୋଗ ଦେଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes