କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ତିନି ଗିରଫ

ଖୋର୍ଦ୍ଧା ଦଧିମାଛଗଡିଆରେ ଆଜି ଏସଟିଏଫ ଅଧିକାରୀ ମାନେ ଚଢ଼ାଉ କରି 1 କିଲୋ 42 ଗ୍ରାମର ବ୍ରାଉନ ସୁଗର ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛନ୍ତି l

ଜବତ ବ୍ରାଉନସୁଗରର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes