ବଳାତ୍କାର ଓ ହତ୍ୟା ମାମଲାରେ ଆଜୀବନ ଜେଲ

2015 ମସିହାରେ ନିରାକାରପୁର ଅଞ୍ଚଳରେ ହୋଇଥିବା ଏକ ବଳତ୍କାର ଓ ହତ୍ୟା ମାମଲାରେ ଆଜି ଖୋର୍ଦ୍ଧା ଏଡିଜେ -1 ଅଭିଯୁକ୍ତ ସନ୍ତୋଷ ପଲେଇକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes