ଭୁବନେଶ୍ବରରେ ଡ୍ୟାନ୍ସବାର ଖୋଲିବାକୁ ଅନୁମତି

୧୪ଟି ଡ୍ୟାନ୍ସବାର ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର।

୧୮ଟି ସର୍ତ୍ତ ମାନିବାକୁ ଡ୍ୟାନ୍ସବାରକୁ ନିର୍ଦ୍ଦେଶ ଦିଆଯାଇଛି। ସର୍ତ୍ତ ନ ମାନିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes