ହେନ୍ତାଳ ଜଙ୍ଗଲ ଅଭିବୃଦ୍ଧିରେ ଭାରତରେ ଓଡ଼ିଶା ପ୍ରଥମ

ଲୋକ ସେବା ଭବନରେ ଆୟୋଜିତ ଦୁଇ ଦିନିଆ ଡିଏଫ୍ଓ ସମ୍ମିଳନୀରେ ଇଣ୍ଡିଆ ଷ୍ଟେଟ୍ ଅଫ ୨୦୨୧ ରିପୋର୍ଟରେ ପ୍ରକାଶ ପାଇଥିବା ତଥ୍ୟ ରଖିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ଏହି ଅବସରରେ ଜଙ୍ଗଲର ଜୀବନ ଧାରଣା ମାନ ଓ ଜଙ୍ଗଲ ଅଧିବାସୀଙ୍କ ଜୀବନଶୈଳୀର ମାନ ବୃଦ୍ଧି ନେଇ ରୋଡ୍ ମ୍ୟାପ ପ୍ରସ୍ତୁତ ପାଇଁ ବନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes