ଅତାବିରା ମାର୍କେଟରେ ଆଜି ଧାନସଂଗ୍ରହର ଶୁଭାରମ୍ଭ କଲେ ସ୍ଥାନୀୟ ବିଧାୟିକା

ଆଜି ସକାଳେ ବରଗଡ ଜିଲ୍ଲା ଅତାବିରା ମାର୍କେଟରେ ନଡିଆ ଭାଙ୍ଗି ଚଳିତ ରବିଋତୁର ଧାନସଂଗ୍ରହର ଶୁଭାରମ୍ଭ କରିଛନ୍ତି ସ୍ଥାନୀୟ ବିଧାୟିକା ସ୍ନେହାଗିଂନୀ।

ମାର୍କେଟରେ ସଂପାଦକ ପ୍ରଦୀପ ବେସନ, ତହସିଲଦାର ସୌଭାଗ୍ଯ ବେହେରା ଓ ମାର୍କେଟ କର୍ମଚାରୀ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes