ବୀରମହାରାଜପୁରରେ ଓକିଲ ଦିବସ ପାଳିତ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧସୂଦନ ଦାସଙ୍କ ୧୬୪ତମ ଜୟନ୍ତୀ ଉପଲକ୍ଷେ ଓକିଲ ଦିବସ ପାଳିତ ହୋଇଯାଇଛି ।

ସଂଘର ସଭାପତି ଯତୀନ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବଲାଙ୍ଗୀର ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୀବ କୁମାର ପଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes