ଜିଲ୍ଲା କୋଟ ପରିସରରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉଦ୍ଘାଟିତ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କୋଟ ପରିସରରେ ଆଜି ମଧୁବାବୁଙ୍କ ପ୍ରତିମୂର୍ତ୍ତି ଜିଲ୍ଲା ଦୋରାଜଜ୍ ଦିପ୍ରିରଞ୍ଜନ କାନୁନଗୋଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes