ଭୁବନେଶ୍ୱର ଇଞ୍ଜିନିୟରିଂ କଲେଜ ସାମ୍ନାରେ ଜଳଛତ୍ର

ଭୁବନେଶ୍ୱର ଇଞ୍ଜିନିୟରିଂ କଲେଜ ସମ୍ମୁଖରେ, ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱ ବିଦ୍ୟାଳୟର ଛାତ୍ର ସଙ୍ଗଠନ ଦ୍ୱାରା ଜଳଛତ୍ର ଉଦଘାଟିତ ହୋଇଯାଇଛି l

ଏହାକୁ ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତ ଉଦଘାଟନ କରି କହିଛନ୍ତି, ଗ୍ରୀଷ୍ମ ଋତୁରେ ସାଧାରଣ ଲୋକଙ୍କ ପାନୀୟ ଜଳର ଅଭାବ ଦୂର କରିବା ପାଇଁ ଜଳଛତ୍ର ଖୋଲାଯିବା ଏକ ପ୍ରଶଂସନୀୟ ଉଦ୍ୟମ l ଏଥିରେ ସ୍ଥାନୀୟ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes