ବିଶ୍ୱ ଶାନ୍ତି ପାଈଁ ସୁକଦେଵ ସାହୁ ସାଇକେଲରେ ଭାରତ ଭ୍ରମଣ

ବିଶ୍ୱ ଶାନ୍ତି ପାଈଁ  ଛତିଶଗଡ଼ର ସାଙ୍କ୍ରା ଗ୍ରାମର ସୁକଦେଵ ସାହୁ ସାଇକେଲରେ ଭାରତ ଭ୍ରମଣରେ ବାହାରି,ପ୍ରାୟ ୫୦୦ କିମି ଅତିକ୍ରମ କଲା ପରେ ସେ ଆଜି ବଲାଙ୍ଗୀର ଠାରେ ପହଞ୍ଚି ଥିଲେ ।

ଏହି ଅବସରରେ ସାମ୍ବାଦିକ ମାନଙ୍କ ସହିତ କଥାବାର୍ତ୍ତା ବେଳେ ସେ ଏଠାରୁ, ପୁରୀ ଜଗନ୍ନାଥ ଧାମ ଜିବେ ବୋଲି କହିଥିଲେ ଏବଂ ତାପରେ ସେ ସମଗ୍ର ଭାରତ ଭ୍ରମଣ କରିବେ ବୋଲି କହିବା ସହିତ, ଲୋକଙ୍କୁ ସାଇକେଲର ଅଧିକ ବ୍ୟବହାର କରିବା ପାଇଁ କହିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes