କଳାହାଣ୍ଡି ଏସପି ଭାବେ ଯୋଗଦେଲେ ଅଭିଲାଷ ଜି

କଳାହାଣ୍ଡି ଜିଲ୍ଲାରେ ଆଜି ନୂତନ ଏସପି ଭାବେ ଅଭିଲାଷ ଜି ଯୋଗଦେଇଛନ୍ତି ।

ସେ ଟ୍ରାଫିକ ସମସ୍ୟା,ଅପରାଧ ନିୟନ୍ତ୍ରଣକୁ ବିଶେଷ ଗୁରୁତ୍ତ୍ଵ ଦେବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes