ସ୍ୱାସ୍ଥ୍ୟଗତ କାରଣରୁ ବିଧାନସଭାରେ ଭର୍ଚୁଆଲ ମୋଡ୍ରେ ଅଂଶଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ପ୍ରଫୁଲ୍ଲ ସାମଲ।
ଏନେଇ ସେମାନେ ବିଧାନସଭା ବାଚସ୍ପତିଙ୍କୁ ଅବଗତ କରାଇଛନ୍ତି।
ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଭିସିରେ ଭାଗନେଇପାରିବେ କହିଥିଲେ ବାଚସ୍ପତି।
Credible Local News of Odisha