ଖଗେଶ୍ୱରକୁ ଆଉ ୨ ଦିନ ରିମାଣ୍ଡ ପାଇଁ ଆବେଦନ

ଅର୍ଚ୍ଚନା ସହଯୋଗୀ ଖଗେଶ୍ୱରକୁ ଆଉ ୨ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଛି ଇଡି।

ତଦନ୍ତରେ ସହଯୋଗ କରୁନଥିବାରୁ ପୁଣି ରିମାଣ୍ଡରେ ନେବାକୁ ଆବେଦନ କରିଛି ଇଡି। ଆଜି ରିମାଣ୍ଡ ସରିବା ପରେ ଖଗେଶ୍ୱରକୁ କୋର୍ଟରେ ହାଜର କରିଥିଲା ଇଡି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes