ବିଧାନସଭାରେ ଭର୍ଚୁଆଲ ମୋଡରେ ଅଂଶଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ଓ ୨ ନେତା

ସ୍ୱାସ୍ଥ୍ୟଗତ କାରଣରୁ ବିଧାନସଭାରେ ଭର୍ଚୁଆଲ ମୋଡ୍‌ରେ ଅଂଶଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ପ୍ରଫୁଲ୍ଲ ସାମଲ।

ଏନେଇ ସେମାନେ ବିଧାନସଭା ବାଚସ୍ପତିଙ୍କୁ ଅବଗତ କରାଇଛନ୍ତି।
ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଭିସିରେ ଭାଗନେଇପାରିବେ କହିଥିଲେ ବାଚସ୍ପତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version