ବିଏମସି ୱାର୍ଡ ନଂ ୬୬ରେ ନିର୍ମାଣ ହେବ ପାର୍କ

ବିଏମସି ୱାର୍ଡ ନଂ 66ରେ ଅମୃତ ଯୋଜନାରେ ଏକ ପାର୍କ ନିର୍ମାଣ କରିବାକୁ ସ୍ଥିର ହୋଇଥିବା ବେଳେ ସେହି ଜାଗାରେ କିଛି ବେଆଇନ ଜବରଦଖଲ ରହିଛି l

ଏହାର ତଦନ୍ତ ପାଇଁ ପୁଲିସ ଅଧିକାରୀ, ବିଏମସି ଅଧିକାରୀଙ୍କ ସହ କ୍ଷେତ୍ର ପରିଦର୍ଶନ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ବରିଷ୍ଠ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes