ଆସନ୍ତା ୨୭ ରେ ଉଦଘାଟନ ହେବ ରୋଟରି ମାତୄ ଓ ଶିଶୁ ହସ୍ପିଟାଲ

ଆସନ୍ତା ୨୭ ତାରିଖରେ ରୋଟରି ମାତୃ ଓ ଶିଶୁ ହସ୍ପିଟାଲ ଉଦଘାଟନ ହେବ ବୋଲି ଆଜି ରୋଟରି କ୍ଳବ ଅଫ ସମ୍ବଲପୁର ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଆସନ୍ତା ୨୭ ତାରିଖରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏହାର ଉଦଘାଟନ କରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes