ଧାଙ୍ଗଡ଼ା ଧାଙ୍ଗିଡ଼ି ସେଲ୍ଫି ଜୋନରେ ସେଲଫି ନେବାକୁ ଭିଡ଼

ପ୍ରଦର୍ଶନୀ ପଡିଆରେ ଆୟୋଜିତ ରାଜ୍ୟସ୍ତରୀୟ ଆଦିବାସୀ ମେଳାରେ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଥିବା ବେଳେ ମେଳା ପରିସରରେ ଧାଙ୍ଗଡ଼ା ଧାଙ୍ଗିଡ଼ି ସେଲ୍ଫି ଜୋନରେ ଫଟୋ ଉଠେଇବାକୁ ବେଶି ପସନ୍ଦ କରୁଛନ୍ତି l

ପିଲାଠୁ ବୟସ୍କ ସମସ୍ତଙ୍କ ପସନ୍ଦ ଏହି ସ୍ଥାନ ରହିଛି l ଏହି ଜୋନରେ ପୁରୁଷ ଏବଂ ନାରୀ ଯୋଡି ବିଶିଷ୍ଟ ଏକ କଟଆଉଟ ରହିଛି l ତାଙ୍କର ମୁହଁ ଜାଗାକୁ ଫାଙ୍କା ରଖାଯାଇଛି, ଯେଉଁଠି ମୁହଁ ରଖି ଫଟୋ ନେବେ l ଏହାକୁ ଦେଖିବା ଏବଂ ଫଟୋ ନେବାକୁ ପ୍ରବଳ ଭିଡ଼ ଜମୁଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes