ପ୍ରଥମ ବାର୍ଷିକ ଆନ୍ତର୍ଜାତିକ ଶ୍ରମିକ ଦିବସ ସମାରୋହ

କପ୍ତିପଦା ବ୍ଲକ ଶରତ ଥାନା ରାଣୀପୋଖରୀ ଠାରେ ୩ଦିନ ଧରି ପ୍ରଥମ ବାର୍ଷିକ ଆନ୍ତର୍ଜାତିକ ଶ୍ରମିକ ଦିବସ ସମାରୋହ ପାଳିତ ହୋଇଛି ।

ଆଦିବାସୀଙ୍କ ଉପରେ ଅତ୍ୟାଚାର, ସଠିକ ପାରଶ୍ରମିକ ନପାଇବା, ଏହି ସମାରୋହରେ ଆଲୋଚନା କରଯାଇଥିଲା । ପରେ ଅଞ୍ଚଳର ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଜିଲ୍ଲାପରଷଦ ସିରୁ ସରେନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes