ଜୟଦେବ ସମାରୋହ ଜୟନ୍ତୀ ପାଳିତ

କପ୍ତିପଦା ଉପଖଣ୍ଡ ଉଦଳାରେ ଭକ୍ତିଜ୍ଞାନ ସଂଚାର ସେବା ସମିତି ଉଦଳା ତରଫରୁ ଆଜି ସନ୍ଧ୍ୟା୮ ଘଟିକା ସମୟରେ ଜୟଦେବ ଜୟନ୍ତୀ ସମାରୋହ ପାଳିତ ହୋଇଛି ।

ସମ୍ମାନିତ ଅତିଥି ଭାବେ ଉଦଳା ଏଏନଏସିର ଅଧ୍ୟକ୍ଷା ପ୍ରମିଳା ପଣ୍ଡା ଓ ଅତିଥି ଭାବେ କୁଣ୍ଡାବାଇ କଲେଜ ଅଧକ୍ଷ ଦିଲ୍ଲୀପ ପରମାଣିକ ଓ ବରିଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes