ତହସିଲଦାରଙ୍କୁ ଆକ୍ରମଣ, ୬ ଗିରଫ

ଢେଙ୍କାନାଳ ଜିଲ୍ଲାର ଓଡାପଡା ତହସିଲ ଅନ୍ତର୍ଗତ ଗୁଣ୍ଡୁରାପଶି ଠାରେ ଆଜି ମାଙ୍କଡାପଥର ମାଫିଆ ମାନେ ସ୍ଥାନୀୟ ତହସିଲଦାର ଓ ତାଙ୍କ ଟିମକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି l

ଟାଉନ ଥାନାରେ ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଛଅ ଜଣଙ୍କୁ ଗିରଫ କରିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes