ପୋଲରେ ଫାଟ ସୃଷ୍ଟି ପରେ ଯାନ ବାହନ ଚଳାଚଳ ବନ୍ଦ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳାରୁ କଇଁସାରି ରାସ୍ତା ଥିବା ପୋଲରେ ଫାଟ ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ଏବଂ ପ୍ରଶାସନକୁ ଖବର ଦେଇଥିଲେ ।

ଆଜି ପ୍ରଶାସନ ତରଫରୁ ଏହି ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ବସ ଟ୍ରକ, ବାଇକ ଆଦି ଯିବା ପାଇଁ ବନ୍ଦ କରାଯିବା ପରେ ଅନ୍ୟ ରାସ୍ତାରେ ଯିବା ପାଇଁ ପ୍ରଶାସନ ତରଫରୁ କୁହାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes