ଆଜି ଦ୍ଵିତୀୟ ପର୍ଯ୍ୟାୟ ସମବାୟ ଭୋଟ

ରାଜ୍ୟରେ ସମବାୟ ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟରେ ୩୦୧୨ସମବାୟ ସମିତିରେ ଭୋଟ ଗ୍ରହଣ ହେବାକୁଥିବା ବେଳେ ୨୩୬୯ସମବାୟ ସମିତିରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ଏବଂ ୬୪୩ ସମବାୟ ସମିତିରେ ଆଜି ଚାଲିଛି ଭୋଟ ଗ୍ରହଣ ।

ଆଜି ସକାଳ ୬ଟାରୁ ୪ଟା ପର୍ଯ୍ୟନ୍ତ ଚାଲିଛି ଭୋଟ୍ ଗ୍ରହଣ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes