ପାଟଧରା ଜଙ୍ଗଲରୁ ୪ଟିଫିନ ବୋମା ଓ ବିସ୍ପୋରକ ଜବତ

ନୂଆପଡ଼ା ଜିଲ୍ଲା ବୋଡ଼େନ୍ ପାଟଧରା ଜଙ୍ଗଲରେ ୩ଯବାନ ସହିଦ ଘଟଣାରେ ଯବାନ ମାନଙ୍କର ସର୍ଚ୍ଚ ଅପରେସନ ବେଳେ ଘଟଣାସ୍ଥଳରୁ ୪ଟି ଟିଫିନ୍ ବୋମା ଓ ବିସ୍ଫୋରକ ଜବତ କରିଛି ସାଇଣ୍ଟିଫିକ ଟିମ ।

୨୧ ତାରିଖରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହେବା ଫଳରେ ୩ ଯବାନ ସହିଦ ହୋଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes