ପୋଡି ହୋଇ ମହିଳାଙ୍କର ମୃତ୍ୟୁ,ହତ୍ୟା ଅଭିଯୋଗ

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନନ୍ଦୁରୁ ଗ୍ରାମରେ ହେମନ୍ତ ନାୟକଙ୍କର ସ୍ତ୍ରୀ ମମତା ନାୟକ ଗତ ୨୭ ତାରିଖରେ ପୋଡି ହୋଇ ଗୁରୁତର ଅବସ୍ଥାରେ ମେଡ଼ିକାଲ ରେ ଭର୍ତ୍ତି ଥିଲେ ଏବଂ ଗତକାଲି ବିଳମ୍ବିତ ରାତିରେ ମମତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି ।

ଭଉଣୀଙ୍କୁ ଶଶୁର ଘର ଲୋକ ମାରିଦେଇଥିବା ନେଇ ମମତାଙ୍କର ଭାଇ ଖଇରା ଥାନାରେ ଅଭିଯୋଗ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes