ନୂଆଗାଁ ଗ୍ରାମ ବନ୍ଧରୁ କୁମ୍ଭୀର ଉଦ୍ଧାର

ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ଅଧିନ ଡବକ ନୂଆଗାଁ ଗ୍ରାମର ବନ୍ଧରୁ ଆଜି ସକାଳ ସମୟରେ ଏକ କୁମ୍ଭୀର ଉଦ୍ଧାର ହୋଇଛି ।

ଗ୍ରାମବାସୀ ମାନେ ମାଛ ଧରିବା ପାଇଁ ଉକ୍ତ ବନ୍ଧରେ ଜାଲ ବିଛାଇଥିବା ବେଳେ କୁମ୍ଭୀର ଟି ଜାଲରେ ଫସି ଯାଇଥିଲା । କୁମ୍ଭୀର ଟି ପ୍ରାୟ ୫ରୁ ସାଢ଼େ ୫ ଫୁଟ ହୋବ ବୋଲି ଅନୁମାନ କରାଯାଉଛି । ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes