ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଅନ୍ତର୍ଗତ ପଥରଘାଟ ସ୍ଥିତି ପଞ୍ଚମୁଖୀ ହନୁମାନ ବାଟିକାରୁ ଆଜି ଏକ ଧଳା ପେଚା ମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଉଦ୍ଧାର କରିଛନ୍ତି।
ଏହାକୁ ଦେଖିବାକୁ ଲୋକଙ୍କ ଭିଡ ପରିଲକ୍ଷିତ ହେଉଥିବା ନେଇ କମିଟି ସଭାପତି ବିଶ୍ଵାମିତ୍ର ସାହୁ କହିଛନ୍ତି।