ରାଜ୍ୟରେ ପୁଣି ବାଧ୍ୟତାମୂଳକ ହୋଇପାରେ ମାସ୍କ

କୋଭିଡ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ପାଞ୍ଚଟି ରାଜ୍ୟକୁ ଚିଠି ଲେଖିଥିବା ବେଳେ ଓଡ଼ିଶାରେ ଏ ପର୍ଯ୍ୟନ୍ତ ଏହା ନିୟନ୍ତ୍ରଣରେ ରହିଛି l
ତେବେ ଯଦି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ ତେବେ ରାଜ୍ୟ ସରକାର ପୁଣି ମାସ୍କକୁ ବାଧ୍ୟତାମୂଳକ କରିପାରନ୍ତି ବୋଲି ଆଜି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes