ରାଜ୍ୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା

ରାଜ୍ୟରେ ଶୀଘ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ହୋଇପାରେ ବୋଲି ଆଜି ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି l ଇତି ମଧ୍ୟରେ କେତେକ ମନ୍ତ୍ରୀଙ୍କୁ ଭୁବନେଶ୍ୱର ଆସିବାକୁ ଏବଂ ଇସ୍ତଫା ଦେବାକୁ ଫୋନ ଯାଇଥିବା କୁହାଯାଉଛି l
ତେବେ କୌଣସି ମନ୍ତ୍ରୀ ଏ ନେଇ ସ୍ପଷ୍ଟ ସୂଚନା ଦେଇନାହାନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes