ନୟାଗଡ଼ ଏସ୍‌ପି ହେଲେ ଅଲେଖ ପହି

ଓଡିଶା ପୁଲିସ ସେବାର ଅଫିସର ଅଲେଖ ପହିଙ୍କୁ ରାଜ୍ୟ ସରକାର ନୟାଗଡ଼ ଏସ୍‌ପି ଭାବେ ନିଯୁକ୍ତ କରିଛନ୍ତି।

ଆଜି ରାଜ୍ୟ ସରକାର ଭାରତୀୟ ପୁଲିସ ସେବା ଅଧିକାରୀ ସ୍ତରରେ ଏକ ଅଦଳ ବଦଳ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes