ଜେଲ୍ ବିଭାଗ ଡିଜି ହେଲେ ମନୋଜ ଛାବ୍ରା

୧୯୮୮ ବ୍ୟାଚର ଭାରତୀୟ ପୁଲିସ ସେବା ଅଧିକାରୀ ଡକ୍ଟର ମନୋଜ ଛାବ୍ରାଙ୍କୁ ଆଜି ରାଜ୍ୟ ସରକାର ଜେଲ୍ ବିଭାଗ ଡିଜି ଭାବେ ନିଯୁକ୍ତ କରିଛନ୍ତି।

ରାଜ୍ୟ ସରକାର ବରିଷ୍ଠ ଆଇପିଏସ ସ୍ତରରେ ଆଜି ଏକ ବଡ ଧରଣର ଅଦଳ ବଦଳ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes