ତାତି ପାଇଁ ହିଟ୍ ଆକ୍ସନ ପ୍ଲାନ୍

ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚଳିତ ବର୍ଷ ତାତି କଲବଲ କରିବାକୁ ଥିବାବେଳେ ତାତିକୁ ଦୃଷ୍ଟିରେ ରଖି ସରକାରଙ୍କ ଦ୍ବାରା ହିଟ୍ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଛି।

ଖରା ବେଳେ ବସ୍ ଓ ଯାତ୍ରୀବାହୀ ଗାଡ଼ି ଉପରେ ନିୟନ୍ତ୍ରଣ ଲାଗିବ। ପୁରୁଣା ଗାଡ଼ି ବଦଳରେ ଇ-ରିକ୍ସା ଓ ଗ୍ୟାସ୍ ଚାଲିତ ଗାଡ଼ିକୁ ଗୁରୁତ୍ବ ଦିଆଯିବ ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପ୍ରଶ୍ନରେ ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes