ହାତୀ ମୃତ୍ୟୁ ଓ ହାତୀ ଦ୍ବାରା ମଣିଷ ମୃତ୍ୟୁ ନେଇ ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ

୨୦୧୨ରୁ ୨୨ ମଧ୍ୟରେ ହାତୀ ମୃତ୍ୟୁ ନେଇ ତଥ୍ୟ ରଖିଛନ୍ତି ମନ୍ତ୍ରୀ।୨୦୧୨ରେ ୮୨, ୨୦୧୩ରେ ୭୦, ୨୦୧୪ରେ ୫୪, ୨୦୧୫ରେ ୮୬, ୨୦୧୬ରେ ୭୬, ୨୦୧୭ରେ ୭୮, ୨୦୧୮ରେ ୯୩, ୨୦୧୯ରେ ୮୨ ହାତୀର ମୃତ୍ୟୁ ଘଟିଛି। ୨୦-୨୧ରେ ୭୭ ଏବଂ ୨୧- ୨୨ରେ ୮୬ଟି ହାତୀଙ୍କ ମୃତ୍ୟୁ ଘଟିଛି।

ସେହିଭଳି ୨୦୧୨ରେ ୮୦, ୨୦୧୩ରେ ୬୭, ୨୦୧୪ରେ ୬୫ ମଣିଷଙ୍କ ମୃତ୍ୟୁ ହୋଇଛି। ୨୦୧୫ରେ ୮୯, ୨୦୧୬ରେ ୬୬, ୨୦୧୭ରେ ୧୦୫, ୨୦୧୮ରେ ୮୫ ଜଣ, ୨୦୧୯ରେ ୧୧୭, ୨୦-୨୧ରେ ୧୩୯ ଓ ୨୧-୨୨ରେ ୧୧୨ ଜଣଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ୨୦୧୭ ଗଣନା ଅନୁସାରେ ରାଜ୍ୟରେ ୧୯୭୬ଟି ହାତୀ ଥିବା କହିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes