ଜୁଲାଇ ୨ରେ ହେବ ବିଜେଡି ବିଧାୟକ ଦଳ ବୈଠକ June 25, 2022 by Rameswar mahakur ଜୁଲାଇ ୨ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ବଜେଟ୍ ଅଧିବେଶନରେ ଦଳର ରଣନୀତି ନେଇ ଆଲୋଚନା ହେବ।