ଲଗାଣ ବର୍ଷାରେ ଓଲଟିଲା କାନ୍ଥ ; ୨ ଛେଳି ମୃତ

ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଳକ ଅଧିନ ସାନଖୁଣ୍ଟା ପଞ୍ଚାୟତର ବାରଡାଙ୍ଗୁଆ ଗ୍ରାମର ଦାସ ମାରାଣ୍ଡିଙ୍କ ଘରର କାନ୍ଥ ଆଜି ପଡ଼ିଯିବା ଫଳର ୨ଟି ଛେଳିର ମୃତ୍ୟୁ ଘଟିଛି ।

ଶୁକ୍ରବାର ଲଗାଣ ବର୍ଷା ଯୋଗୁଁ କାନ୍ଥଟି ଦୁର୍ବଳ ହୋଇ ଓଲଟି ପଡ଼ିଥିବା ଜଣାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes