ଖଲିଆପାଲିରେ ମନ୍ତ୍ରୀ ନିରଞ୍ଜନ ପୂଜାହାରୀଙ୍କୁ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସଦର ବ୍ଲକର ଖାଲିଆପାଲି କଲ୍ୟାଣ ମଣ୍ଡପ ଠାରେ ମାନ୍ୟବର ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାହାରୀଙ୍କୁ ସୋନପୁର ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି ।

ସୂଚନାଯୋଗ୍ୟ ଆଜି ଖଲିଆପାଲି କଲ୍ୟାଣ ମଣ୍ଡପ ଠାରେ ବିଜେଡି ସୋନପୁର ବ୍ଳକ ସଭାପତି ଶଙ୍କର ପ୍ରସାଦ ସାଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes