ଛଅ କିଲୋ ହାତୀ ଦାନ୍ତ ଜବତ, ଦୁଇ ଗିରଫ

ରାୟଗଡା ଜିଲ୍ଲା ଗୁଡ଼ାରୀ ରେଞ୍ଜର ପଦ୍ମପୁର ତହସିଲ ହସ୍ତୀନାପୁର ନିକଟ କାଜୁ ତୋଟାରୁ ବାଣ ବିଭାଗ ଅଧିକାରୀ ମାନେ ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି l

ହାତୀ ଦାନ୍ତ ଦୁଇଟିର ଓଜନ 3 କିଲୋ 70 ଗ୍ରାମ ଓ 3 କିଲୋ 310 ଗ୍ରାମ ଏବଂ ମୂଲ୍ୟ ପ୍ରାୟ 7 ଲକ୍ଷ ଟଙ୍କା ହେବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes