ବରଗଡ଼ ଜିଲ୍ଲା ଗୋଡ଼ଭାଗା ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ଦୀର୍ଘ ୬ ବର୍ଷ ପରେ ପରିବର୍ତନ କରାଯାଇଛି।
ଆଜି ବରିଷ୍ଠ ନାଗରିକ କେ ୱାରା ପ୍ରସାଦ(ସେଠୁ) ଙ୍କ ପରିଚାଳନାରେ ନିର୍ବାଚନ ଅନୁଷ୍ଠିତ ହୋଇ ନୂତନ ସଭାପତି ଭାବେ ଜି ସାଇରାମ, ଉପସଭାପତି ଭାବେ ନରେଶ ଶର୍ମା, ସମ୍ପାଦକ ଭାବେ ରାକେଶ ଝା, ସହ ସମ୍ପାଦକ ଭାବେ ଲାବ ଖେତି, କୋଷାଧ୍ୟକ୍ଷ ଭାବେ ହେମନ୍ତ ସାହୁ ନିର୍ବାଚିତ ହୋଇଛନ୍ତି।