ରାଜ୍ୟରେ ଆଉ 14 କରୋନାରେ ଆକ୍ରାନ୍ତ

ଗତ 24 ଘଣ୍ଟାରେ ରାଜ୍ୟରେ ବାଲେଶ୍ୱର, ବଲାଙ୍ଗୀର, କଟକ, ଦେବଗଡ଼, ଖୋର୍ଦ୍ଧା ଓ ନୂଆପଡା ଜିଲ୍ଲାରେ 14 ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l
ଏବେ ରାଜ୍ୟରେ ମୋଟ 103 ଜଣ ପଜିଟିଭ ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes