କାଳ ବୈଶାଖୀରେ ସୋଲାର ବ୍ୟବସ୍ଥା ନଷ୍ଟ; ସଜାଡ଼ିବା ପାଇଁ ଅନୁରୋଧ

ଗତକାଲି ରାତ୍ର ସମୟରେ ହେଇଥିବା କାଳବୈଶାଖୀରେ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଗ୍ରାମପଞ୍ଚାୟତର ଡିବାସାହି ଗ୍ରାମରେ ଥିବା ସୋଲାର ପାଣି ବ୍ୟବସ୍ଥା ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି ।

ଦୈନିକ ପ୍ରାୟ ୩୦ପରିବାର ଏହି ସୋଲାର ପମ୍ପରେ ପାଣି ପାଇଁ ନିର୍ଭର କରିଥାନ୍ତି । ଏହି ପ୍ରଚଣ୍ଡ ଖରାରେ ଲୋକେ ପାଣି ପାଇଁ ଅସୁବିଧା ହେଉଥିବାରୁ ତୁରନ୍ତ ସଜାଡ଼ିବା ପାଇଁ ସ୍ଥାନୀୟ ଲୋକେ ପ୍ରଶାସନ ଅନୁରୋଧ କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes