ଗଞ୍ଜେଇ ବେପାରୀ ଘରୁ ୧୩ ଲକ୍ଷ ଟଙ୍କା ନଗଦ ଜବତ

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ର ଇଞ୍ଚଗାଁରେ ଆଜି ଅବକାରୀ ବିଭାଗ ଅଧିକାରୀ ମାନେ ଜଣେ ଗଞ୍ଜେଇ ବେପାରୀ ଘରେ ଚଢ଼ାଉ କରୁଥିବା ବେଳେ 13 ଲକ୍ଷ ଟଙ୍କା ନଗଦ ଜବତ କରିଛନ୍ତି l

ଏଥିସହ ତା ଘରୁ 21 କିଲୋ ଗଞ୍ଜେଇ ମଧ୍ୟ ମିଳିଛି l ବେପାରୀକୁ ଗିରଫ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes