କାଶୀନଗରରେ ଓଏସଆରଟିସି ତରଫରୁ ଆରମ୍ଭ ହେବ ବସ ସେବା

ଗଜପତି ଜିଲ୍ଲାରେ ଆସନ୍ତା ୨୫ ତାରିଖରୁ ଓଏସ ଆର୍ ଟି ସି ତରଫରୁ କାଶୀନଗର ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ବସ ସେବା ଆରମ୍ଭ ହେବ ।

ଏହା ସକାଳ ୬ ଟାରେ ବାହାରି ବ୍ରହ୍ମପୁରରେ ଦିନ ୧୧ ଟା ପହଞ୍ଚିବ।ସନ୍ଧ୍ୟା ୫ ଟା ରେ ବ୍ରହ୍ମପୁରରୁ ବାହାରି କାଶୀନଗର ୧୧ ଟା ରାତିରେ ପହଞ୍ଚିବ ବୋଲି ସୂଚନା ମିଳିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes