ବୀରମହାରାଜପୁରରୁ ୧୦ କିଲୋ ହାତୀଦାନ୍ତ ଜବତ, ଜଣେ ଗିରଫ

ହାତୀଦାନ୍ତ ବିକ୍ରି ପାଇଁ ମୂଲଚାଲ ହେଉଥିବା ଖବର ପାଇ ଏସଟିଏଫ ଅଧିକାରୀ ମାନେ ଆଜି ବୀରମହାରାଜପୁର ବନ ବିଭାଗ ଅଧିକାରୀ ଅବିନାଶ ବରିହାଙ୍କ ସହାୟତାରେ ବୀରମହାରାଜପୁର ଥାନାଞ୍ଚଳ ଯୁବରାଣୀସୀତାପୁରରେ ଚଢାଉ କରି ୧୦ କିଲୋ ଓଜନର ତିନୋଟି ହାତୀଦାନ୍ତ ଜବତ କରିବା ସହ ରଞ୍ଜନ ମହାକୁଡ଼ ନାମକ ବ୍ୟକ୍ତିକୁ ଗିରଫ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes