ଖୋର୍ଦ୍ଧା ରୋଡ୍‌ ରେଳ ଷ୍ଟେସନରେ ଟ୍ରେନରୁ ଶିଶୁପୁତ୍ର ଉଦ୍ଧାର

ପ୍ରଶାନ୍ତୀ ଏକ୍ସପ୍ରେସ ଜେନେରାଲ ବଗିର ଏକ ଡଷ୍ଟବିନ୍‌ରୁ ଶିଶୁଟିକୁ ଉଦ୍ଧାର କରି ଚାଇଲ୍ଡଲାଇନକୁ ଖବର ଦେଇଛି ଆରପିଏଫ୍‌।

ଶିଶୁଟିକୁ କିଏ ଓ କାହିଁକି ସେଠାରେ ଛାଡ଼ିଛି ଜଣାପଡ଼ିନି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes