୮୪୦ ବୋତଲ କଫସିରପ ଜବତ

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବେଲଡିହି ନିକଟରୁ ୮୪୦ ବୋତଲ କଫସିରପ ଜବତ ହୋଇଛି।

ଅନୁଗୁଳରୁ ସମ୍ବଲପୁର ଚାଲାଣ ବେଳେ ଜବତ ହୋଇଛି। ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes